ଭୁବନେଶ୍ୱର : ବିଧାନସଭାରେ ବିଜେଡିର ହଙ୍ଗାମାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବିଜେଡିକୁ ସମାଲୋଚନା କରିଛନ୍ତି ବିଧାୟକ ଈରାଶିଷ ଆଚାଯ୍ୟ । ବିଜୁ ବାବୁ ସ୍ୱପ୍ନ କହି ୨୪ ବର୍ଷ ରାଜ୍ୟବାସୀଙ୍କୁ ଠକିଲେ । ବିକାଶ କଲେନି , ସ୍ୱପ୍ନ କଥା କହି ଠକିଲେ କହିଛନ୍ତି ଈରାଶିଷ । ନିର୍ୱାଚନ ବେଳେ ଗୁମାସ୍ତା କଥାରେ ଫଟୋ ଉଠାଇଦେଲେ । ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ଦିଗରେ କାମ କରୁଛି ବିଜେପି । ପଞ୍ଚାୟତିରାଜ ଦିବସ ଯେମିତି ପାଳନ ହେବା କଥା ହୋଇଛି ।










