29.1 C
Bhubaneswar
Sunday, August 24, 2025
Homeଓଡିଶାଯୁବକଙ୍କୁ ମାରି ପାହାଡରେ ଫିଙ୍ଗିଦେଲେ!

ଯୁବକଙ୍କୁ ମାରି ପାହାଡରେ ଫିଙ୍ଗିଦେଲେ!

କେନ୍ଦୁଝର: ନିଖୋଜର  ୩ ଦିନ ପରେ ଯୁବକଙ୍କ ରକ୍ତାକ୍ତ  ମୃତଦେହ ଉଦ୍ଧାର କରାଯାଇଛି ।  ସୋସ ଥନା ରାଇଘାଟି ପାହାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ନେଇ ପୋଲିସ  ପାଖେ ଅଭିଯୋଗ କଲେ ପରିବାର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ କିଏ ମାରିଛି ଏଯାଏଁ ପ୍ରମାଣ ମିଳିପାରି ନାହିଁ । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking