ମାଲକାନଗିରି : ମାଛ ଭାଗବଣ୍ଟାକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଛି । ମାଥିଲି ଥାନା ମହୁପଦର ଗାଁରେ ଯୁବତୀଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରାଯାଇଛି ।