30.1 C
Bhubaneswar
Tuesday, February 3, 2026
Homeଓଡିଶାମାରି ପାହାଡ଼ ଉପରେ ଫିଙ୍ଗିଦେଲେ !

ମାରି ପାହାଡ଼ ଉପରେ ଫିଙ୍ଗିଦେଲେ !

ସମ୍ବଲପୁର: ପାହାଡ଼ ଉପରେ ପଡ଼ିଛି ଯୁବକଙ୍କ ମୃତଦେହ। କ୍ଷେତରାଜପୁର ଥାନା ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ରକ୍ତଭିଜା ମୃତଦେହ ଉଦ୍ଧାରଯୁବଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛିତେବେ ପୋଲିସ ମୃତ ଯୁବକଙ୍କ ପରିଚୟ ଖୋଜିବା ସହ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି ସେନେଇ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking