ବାଲେଶ୍ୱର: ବାଲେଶ୍ୱରର ଫାଇନ୍ସ ବିଭାଗ ଗାଡିର ନାହିଁ ପିୟୁସିସି । ଗାଡିରେ ନାହିଁ ଇନସ୍ୟୁରାନ୍ସ କି ପଲ୍ୟୁସନ ସାର୍ଟିଫିକେଟ୍ । ୨୦୨୪ ମସିହାରୁ ନାହିଁ ଇନସ୍ୟୁରାନ୍ସ ସାର୍ଟିଫିକେଟ୍ । ୨୦୨୧ ମସିହାରୁ ପିୟୁସିସି ନଥିବା ପୋର୍ଟାଲ ଦର୍ଶାଉଛି । ସୂଚନାଯୋଗ୍ୟ, ସମ୍ପ୍ରତି ପିୟୁସିସି ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ସରକାର । ଏହା ପରେ ଯାଞ୍ଚ କଡାକଡି ଚାଲିଛି । ଏହା ପରେ ୧ ଏପ୍ରିଲରୁ ପିୟୁସିସି ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ଏପ୍ରିଲ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ ।










