ବାରିପଦା: ଘରେ ପଶି ଯୁବକଙ୍କ ତଣ୍ଟି କାଟି ଦେଲେ ଦୁର୍ବୃତ୍ତ । ଭଞ୍ଚପୁର ଥାନା ଫରେଷ୍ଟ କଲୋନୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ୱ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ନେଇଥିଲେ । ପିଆରଏମ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।