18.1 C
Bhubaneswar
Saturday, December 6, 2025
Homeଓଡିଶାଯୁବକଙ୍କୁ ମାରି ବୁଦାମୂଳେ ଫିଙ୍ଗିଦେଲେ!

ଯୁବକଙ୍କୁ ମାରି ବୁଦାମୂଳେ ଫିଙ୍ଗିଦେଲେ!

କୋରାପୁଟ: କୋରାପୁଟରୁ ସାମ୍ନାକୁ ଆସଛି ଏକଭାବନୀୟ ଘଟଣା । ପଥର ତଳ ବୁଦାମୂଳେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି । ଟାଉନ୍ ଥାନା ପନସପୁଟ ତିନିକୋଣିଆ ଛକରେ ପଡିଛି ମୃତଦେହ । ତେବେ ଯୁବକ ଜଣଙ୍କ ନିକଟ ଗାଁର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି । ତେବେ କିଏ ଓ କାହିଁକି ମାରିଲା ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking