27.1 C
Bhubaneswar
Tuesday, December 9, 2025
Homeଓଡିଶାଏହି ୫ ଜଣ ଲୋକ ନଡିଆ ପାଣି ପିଇବା ଉଚିତ ନୁହେଁ

ଏହି ୫ ଜଣ ଲୋକ ନଡିଆ ପାଣି ପିଇବା ଉଚିତ ନୁହେଁ

ଭୁବନେଶ୍ୱର: ନଡିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଗ୍ରୀଷ୍ମ ହେଉ କି ଶୀତ,  ଆପଣ ଏହାକୁ ପ୍ରତ୍ୟେକ ଋତୁରେ  ସେବନ କରିପାରିବେ ।   ସକାଳେ ଖାଲିପେଟରେ ହେଉ କିମ୍ବା ଦିନର ଯେକୌଣସି ସମୟରେ ।  କିଛି ସ୍ୱାସ୍ଥ୍ୟ ସମସ୍ୟାରେ , ନଡିଆ  ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଉପାରେ ।  ଜାଣନ୍ତୁ ପଇଡ ପାଣି ପିଇବାଠାରୁ କେଉଁ ମାନେ ଦୂରେଇ ରହିବେ ।  ଯେଉଁମାନଙ୍କ କୀଡନୀ ସମସ୍ୟଆ ଅଛି , ସେମାନେ ନଡିଆ ପାଣି ପିଇବାରୁ ଦୂରେଇ ରହିବା ଉଚିତ ।  ମଧୁମେହ ରୋଗୀମାନେ ମଧ୍ୟ ନଡିଆ ପାଣି ପିଇବାରୁ ଦୂରେଇ ରହିବା ଉଚିତ । ପ୍ରକୃତରେ  ନଡିଆ ପାଣିର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ । ନଡିଆ ପଆଣି ପିଇବା ଦ୍ୱାରା  କିଛି ଲୋକଙ୍କୁ  ଆଲର୍ଜି ମଧ୍ୟ ହୋଇପାରେ  ଏହାର ସେବନ ଦ୍ୱାରା ଚର୍ମରେ କୁଣ୍ଡେଇ ହୋଇ  ଲାଲ ପଡିପାରେ । ଯେଉଁମାନଙ୍କର ଉଚ୍ଚ  ରକ୍ତଚାପ ସମସ୍ୟା ଅଛି   ସେମାନେ ମଧ୍ୟ ନଡିଆ ପାଣି ପିଇବାରୁ  ଦୂରେଇ ରହିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking