19.1 C
Bhubaneswar
Saturday, February 7, 2026
Homeଓଡିଶାଏହି ୩ଟି ଜିନିଷ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରଖିବ

ଏହି ୩ଟି ଜିନିଷ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରଖିବ

ଭୁବନେଶ୍ୱର: ମଧୁମେହ  ଖରାପ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ହୁଏ ।  ମଧୁମେହ ଆଜିର ସମୟର ସବୁଠାରୁ  ବଡ ସମସ୍ୟା ମଧ୍ୟରେ ଗୋଟିଏ ।  ମେଧୁମେହ ଥିବା ରୋଗୀ ଭୁଲରେ ମଧ୍ୟ ଏହି ସବୁ ମସଲା ଖାଇବା ଉଚିତ ନୁହେଁ ।  ମେଥି ପେଟରେ  ଚିନିର ଅବଶୋଷକୁ  ଧୀର କରିଥାଏ । ଏଥିରେ ଫାଇବର ଓ ଅନ୍ୟାନ୍ୟ  ରାସାୟନିକ ପଦାର୍ଥ ଥାଏ ।  ନିୟମିତ ମେଥି ଖାଇବା ଦ୍ୱାରା  ଇନସୁଲିନ  ଉନ୍ନତ ହୁଏ । ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ ।  ବ୍ଲଡ ସୁଗାର  ନିୟନ୍ତ୍ରଣ  କରିବାରେ କଳାଜିରା  ଖାଇବା  ବହୁତ ଲାଭ ଦାୟକ । ଏଥିରେ ଥିବା ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବାକୁ ରୋକିପାରେ। ମଧୁମେହ ରୋଗରେ କଳାଜିରାକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।ଆପଣ ମେଥି, ସେଲେରି ଏବଂ କଳାଜିରା ମିଶ୍ରଣ କରି ସକାଳେ ଖାଲି ପେଟରେ ସିଧାସଳଖ ଚୋବାଇ ପାରିବେ। କିମ୍ବା ଆପଣ ଏହି ସମସ୍ତ ମସଲାକୁ ମିଶାଇ ପାଣିରେ ଫୁଟାଇ ସକାଳେ ଖାଲି ପେଟରେ ପିଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking