ନୂଆଦିଲ୍ଲୀ: ଖେଳାଳିଙ୍କ ସହ ସବୁବେଳେ ରହିପାରିବେନି ପତ୍ନି । ମାତ୍ର ୨ ସପ୍ତାହ ରହିବା ପାଇଁ ଅନୁମତି ମିଳିପାରେ । ସାଥି ଖେଳାଳିଙ୍କ ସହ ବସ୍ ରେ ଯିବା ବାଧ୍ୟତାମୂଳକ । କଟକଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।