19.1 C
Bhubaneswar
Tuesday, February 10, 2026
Homeଓଡିଶାଅଘୋଷିତ ବିଜୁଳି କାଟ ହେବନି : ମନ୍ତ୍ରୀ

ଅଘୋଷିତ ବିଜୁଳି କାଟ ହେବନି : ମନ୍ତ୍ରୀ

ଭୁବନେଶ୍ୱର : ଅଘୋଷିତ ବିଜୁଳି କାଟ ହେବନି କହିଲେ ମନ୍ତ୍ରୀ । ଦିନ ୧୧ଟାରୁ ୩ଟା ଓ ରାତିରେ ହେବନି ପାୱାର କଟ । ଏହା ସହିତ ଦିନ ୧୧ଟାରୁ  ୩ଟା ଯାଏଁ ଶ୍ରମିକଙ୍କ କାମ ବନ୍ଦ ରହିବ କହିଛନ୍ତି ମନ୍ତ୍ରୀ । ଖିଲାପ କଲେ ମାଲିକଙ୍କ ବିରୋଧରେ କାଯ୍ୟାନୁଷ୍ଠାନ  ନିଆଯିବ । ଏନେଇ  ଚେତାବନୀ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking