27.1 C
Bhubaneswar
Monday, May 5, 2025
Homeଓଡିଶାବିଦ୍ୟୁତ କାଟ ହେବନି: କେଭି ସିଂହଦେଓ

ବିଦ୍ୟୁତ କାଟ ହେବନି: କେଭି ସିଂହଦେଓ

ଭୁବନେଶ୍ୱର: ବିଦ୍ୟୁତ କାଟ ନ କରିବାକୁ ଉପମୁଖ୍ୟମନ୍ତ୍ରୀ  କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ବକେୟା ବିଲ ପ୍ରଦାନ କରିନଥିଲେ ବି ବିଦ୍ୟୁତ କାଟ ହେବନି । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ ପୈଠ କରିବାକୁ ପଡିବ । କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ସମାଧାନ  ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking