ଭୁବନେଶ୍ୱର: ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିର କର୍ପୁର ଉଡିଯାଇଛି କନା ପଡିଛି । ଆଗକୁ ସମୟ ଆସିବ ଶଙ୍ଖ ଚିହ୍ନ ଓଡିଶାରେ ନଥିବ । ବିଜେଡି ବର୍ତ୍ତମାନ ଧ୍ୱଂସ ପାଦ ଦେଶରେ । ବିଜେପିକୁ ବିଶ୍ୱାସଘାତକତା କରିବାର ଫଳ ବିଜେଡି ଉପରେ ପଡିବ ।