26.1 C
Bhubaneswar
Friday, March 6, 2026
Homeଓଡିଶାବିବେକାନୁମୋଦିତ ଭୋଟ ମିଳିବ: ଦିଲ୍ଲୀପ

ବିବେକାନୁମୋଦିତ ଭୋଟ ମିଳିବ: ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ପ୍ରାର୍ଥୀ ଦିଲ୍ଲୀପ ରାୟ ବଡ ବୟାନ ଦେଇଛନ୍ତି । କହିଛନ୍ତି, ବିବେକାନୁମୋଦିତ ଭୋଟ ମିଳିବ କହିଲେ ଦିଲ୍ଲୀପ ରାୟ । ୨୦୦୨ରେ ଯୋଜନା ମୁତାବକ ଲଢିଥିଲି, ୨ ମାସ ଗ୍ରାଉଣ୍ଡ ୱାର୍କ ହୋଇଥିଲା । କିନ୍ତୁ ଏଥର ମୁଁ ପ୍ରସ୍ତୁତ ନଥିଲି, ହଠାତ ପ୍ରାର୍ଥୀ ହେଲି । ୨ଦିନର ଗ୍ରାଉଣ୍ଡ ୱାର୍କ ବି ହୋଇନି,ତଥାପି ପ୍ରସ୍ତୁତି ଚାଲିଛି । ମୋଦି, ଶାହ, ମୋହନ ମନମୋହନଙ୍କ ସମର୍ଥନ ରହିଛି । ଭଲ ସପୋର୍ଟ ତ ଅଛି, ବିବେକାନୁମୋଦିତ ଭୋଟ ମିଳିବ କହିଛନ୍ତି ଦିଲ୍ଲୀପ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking