33.1 C
Bhubaneswar
Saturday, October 5, 2024
Homeଓଡିଶାରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା

ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା

କଟକ : ଆଗକୁ ଦଶହରା । ଯାହାକୁ ନେଇ ସବୁଠି ଏବେ ପାର୍ବଣର ମାହୋଲ । ତେବେ ଦଶମୀ ପରେ ହେଉଥିବା ରାବଣପୋଡ଼ିକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାବଣପୋଡ଼ିରେ ବାଣ ପ୍ରତିଯୋଗିତା ହେବନାହିଁ । ସୁରୁଖୁରୁରେ ରାବଣପୋଡ଼ି ନେଇ ହାଇକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି । କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଆସନ୍ତା ୧୦ ତାରିଖ ସୁଦ୍ଧା ବାଲିଯାତ୍ରା ତଳପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସିଏମସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଟ୍ରାଫିକ ପରିଚାଳନା ପାଇଁ ହାଇକୋର୍ଟ ଡିସିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking