28.1 C
Bhubaneswar
Tuesday, March 10, 2026
Homeଓଡିଶାଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ ,ମିସାଇଲ ପରୀକ୍ଷଣ ପରେ ଲୋକେ...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ ,ମିସାଇଲ ପରୀକ୍ଷଣ ପରେ ଲୋକେ ପୁଣି ନିଜ ନିଜ ଘରକୁ ଫେରିବେ

ବାଲେଶ୍ବର: ଆଜି ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହେବ। ଏହାର ଲକ୍ଷ୍ଯକ୍ଷେଦ କ୍ଷମତା ଅଛି ୨୩୦ କିଲୋମିଟର ରହିଛି । ସକାଳ ୧୦ଟାରେ ପରୀକ୍ଷଣ ହେବାର ଥିବାରୁ ସୁରକ୍ଷା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଲଞ୍ଚପ୍ୟାଡର ୩ କିଲୋମିଟର ଦୂରତା ମଧ୍ୟରେ ଥିବା ଜୟଦେବକସବା, ଭୀମପୁର, ସାହାଜନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ୧୦ ହଜାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ। ମିସାଇଲ ପରୀକ୍ଷଣ ପରେ ଲୋକେ ପୁଣି ନିଜ ନିଜ ଘରକୁ ଫେରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking