ଭୁବନେଶ୍ୱର: ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ଖେଳ ହେବ, ଦିଲ୍ଲୀପ ଜିତିବେ କହିଲେ ପଦ୍ମଲୋଚନ । କାଲିଠୁ ଖେଳ ଆରମ୍ଭ ହୋଇଯାଇଛି । ଅପେକ୍ଷା କରନ୍ତୁ ଦେଖିବେ । ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ୪ ର୍ଥସିଟ ପାଇଁ ଲାଗିଛି କସରତ । ଏପଟେ ବିରୋଧୀ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ ।










