35.1 C
Bhubaneswar
Wednesday, May 21, 2025
Homeଓଡିଶାରାଜ୍ୟରେ ହେବ ୨୦ ଏନଏସି: ମନ୍ତ୍ରୀ

ରାଜ୍ୟରେ ହେବ ୨୦ ଏନଏସି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି ।  ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ତ୍ତମାନ ୧ ପ୍ରତିଶତ ସହରାଞ୍ଚଳ ରହିଛି , ୩୦ ପ୍ରତିଶତ ବୃଦ୍ଧି ପାଇଁ ଯୋଜନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking