14.1 C
Bhubaneswar
Saturday, December 6, 2025
Homeଓଡିଶାନବୀନ ସରକାରରେ କିଛି ଅସାଧୁ ଅଫିସର ଥିଲେ: ସୁଧୀର ସାମଲ

ନବୀନ ସରକାରରେ କିଛି ଅସାଧୁ ଅଫିସର ଥିଲେ: ସୁଧୀର ସାମଲ

ଭୁବନେଶ୍ୱର: ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିବା ଘଟଣା । ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେଡି ନେତା ସୁଧୀର ସାମଲ । ବିଜେଡି ମାର୍କା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ତେବେ ୩ ଅଫିସର କେମିତି ପ୍ରମୋସନ ପାଇଲେ । ରାଜନେତାଙ୍କ ସଂଗଠନଠୁ ଅମଲା ସଂଗଠନ ମଜବୁତ । ସେମାନେ ଆଡ଼ଜଷ୍ଟ କରିଯିବେ, ରାଜନେତା କେସ ଖାଇବେ । ବିଜେଡି ମାର୍କା ଅଫିସର ସେମିତି କିଛି ନାହିଁ । ଅଫିସରଙ୍କ ନୀତି ହେଲା ବର୍ଷ ଯୁଆଡେ , ଛତା ସିଆଡେ । ନବୀନ ସରକାରରେ କିଛି ଅସାଧୁ ଅଫିସର ଥିଲେ । ଅନେକଙ୍କ ବିରୁଦ୍ଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ହେଉଛି । ଡବଲ ଇଞ୍ଜିନ ସରକାର ରେ କାର୍ଯ୍ୟାନୁଷ୍ଠାନ ହେଉଛି ଭଲ କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking