27.1 C
Bhubaneswar
Thursday, December 11, 2025
Homeଓଡିଶାପୂର୍ବ ସରକାରରେ ନିୟମିତ ନିଯୁକ୍ତି ନଥିଲା: ସିଏମ

ପୂର୍ବ ସରକାରରେ ନିୟମିତ ନିଯୁକ୍ତି ନଥିଲା: ସିଏମ

ଭୁବନେଶ୍ୱର: ନିଯୁକ୍ତି ମେଳାରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାର୍ଗେଟ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନଥିଲା । ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା । କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ । ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍ ଖର୍ଚ୍ଚ ହୋଇ ପାରୁ ନ ଥିଲା । ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking