19.1 C
Bhubaneswar
Sunday, February 22, 2026
Homeଓଡିଶାସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ: ମନ୍ତ୍ରୀ

ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ: ମନ୍ତ୍ରୀ

ଭୁବନେଶ୍ୱର: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ । ଜବରଦଖଲକାରୀଙ୍କ ଡାଟାବେସସ ପ୍ରସ୍ତୁତ ପାଇଁ ତଗସିଲଦାରଙ୍କୁ ନିର୍ଦ୍ଦେଶ ରହିଛି । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ । ପ୍ରଭାବଶାଳୀ ଜବରଦଖଲକାରୀ ଏବେ ବି ସମୟ ଅଛି ଛାଡି ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking