22.1 C
Bhubaneswar
Friday, December 26, 2025
Homeଓଡିଶାହାରିବା ପରେ ବିଜେଡିରେ ଏକତା ନାହିଁ: ପ୍ରଫୁଲ୍ଲ

ହାରିବା ପରେ ବିଜେଡିରେ ଏକତା ନାହିଁ: ପ୍ରଫୁଲ୍ଲ

ଭୁବନେଶ୍ୱର: ହାରିବା ପରେ ବିଜେଡିରେ ଏକତା ନାହିଁ ଏଭଳି କିଛି କହିଛନ୍ତି, ପ୍ରଫୁଲ୍ଲ ଘଡେଇ । ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡିବ । ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡେଇ । ଦଳର ସମସ୍ତ ନେତା ଏକଜୁଟ ହଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନ ମୂଳକ ବିକାଶ ପାଇଁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇପାରିବ । ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ । ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking