36.1 C
Bhubaneswar
Friday, March 27, 2026
Homeଓଡିଶାସାରର ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

ସାରର ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି । ସାରକୁ  ନେଇ  ଚାଷୀମାନେ ଭୟଭୀତ ହୁଅନ୍ତୁନି । ବିରୋଧୀ ଏହାକୁ ନେଇ ଅଯଥା  ରାଜନୀତି କରୁଛନ୍ତି । ସାର କଳାବଜାରୀ ରୋକିବାକୁ  ବିଭାଗ ପଦକ୍ଷେପ ନେଉଛି । ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking