ଭୁବନେଶ୍ୱର: ତେଲ ସଙ୍କଟ ନାହିଁ କହିଲେ ସଞ୍ଜୟ ଲାଠ । ଯେଉଁଠି ତେଲ ସରିଛି ସନ୍ଧ୍ୟା ସୁଦ୍ଧା ପହଞ୍ଚିବ । ୨୫୦ ଟ୍ୟାଙ୍କର ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଓଡିଶାରେ ୩୧୦୦ ଟାଙ୍କିରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ । ଦୂରଦୂରାନ୍ତ ପାଇଁ ୨ରୁ ୩ ଦିନ ଲାଗିବ । ପେଟ୍ରୋଲ ପମ୍ପରେ ଅଯଥା ଭିଡ ନକରିବା ପାଇଁ ଅନୁରୋଧ । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଉପରେ ଉଠାଇଲେ ପ୍ରଶ୍ନ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ସମସ୍ୟା ।










