32.1 C
Bhubaneswar
Saturday, March 28, 2026
Homeଓଡିଶାତେଲ ଓ ଗ୍ୟାସ ସଙ୍କଟ ନାହିଁ : ମନ୍ତ୍ରୀ

ତେଲ ଓ ଗ୍ୟାସ ସଙ୍କଟ ନାହିଁ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ତେଲ କିମ୍ବା ଗ୍ୟାସ ସଙ୍କଟ ନାହିଁ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିରୋଧୀ ଅପପ୍ରଚାର କରୁଛନ୍ତି । ଅନ୍ୟ ଦେଶ ତୁଳନାରେ ଭଲରେ ଅଛୁ । ସାଧାରଣ ଲୋକଙ୍କ ଉପରେ ଆଞ୍ଚ ଆସିବାକୁ ଦିଆଯିବନି । ଘରୋଇ ଗ୍ୟାସରେ ବିଶେଷ ଅସୁବିଧା ହୋଇନି । ବୁକିଂ ସମୟ ଟିକେ ବଢିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking