21.1 C
Bhubaneswar
Monday, December 8, 2025
Homeଓଡିଶାବିଜେଡିରେ ନାହିଁ ଆଦର୍ଶ : ପ୍ରଫୁଲ୍ଲ

ବିଜେଡିରେ ନାହିଁ ଆଦର୍ଶ : ପ୍ରଫୁଲ୍ଲ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ  ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି,  ପୂର୍ୱ ଦିନ ଭଳି ବିଜେଡିର ଆଦର୍ଶ ଆଉ ବର୍ତ୍ତମାନ ନାହିଁ । ଦଳୀୟ କାଯ୍ୟକ୍ରମରୁ ମୁଁ ଦୂରେଇ ଯାଇଛି । ଆଉ ଆଗ୍ରହ ନାହିଁ । ଦଳ ଠିକ ଭାବରେ ପରିଚାଳିତ ହେଇନାହିଁ କହିଛନ୍ତି ପ୍ରଫୁଲ୍ଲ ।  ବିରୋଧୀ ଦଳ ଭାବେ ଯାହା କରିବା କଥା ସେଭଳି ହେଉନି । ଆଗକୁ ଦଳରୁ ଦୂରେଇ ଯିବି, ପରିସ୍ଥିତି ଦେଖି ନିଷ୍ପତ୍ତି ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking