ଭୁବନେଶ୍ୱର: +୨ ପରୀକ୍ଷା ଫଳ ଓ +୩ ଆଡମିଶନ ଦ୍ୱନ୍ଦ୍ୱ ନେଇ ରାଜନୀତି ଜୋର ଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ରଞ୍ଚନ ତ୍ରିପାଠୀ । ଆହୁରି କହିଛନ୍ତି, ବିଭାଗ ବିଭାଗ ଭିତରେ ତାଳମେଳ ରହୁନାହିଁ । ଆଜି +୩ ଆବେଦନର ଶେଷ ତାରିଖ, +୨ ରେଜଲ୍ଟ ବାହାରିନି । ଏହା ଏକ ବିରଳ ଘଟଣା, ଛାତ୍ରଛାତ୍ରୀ ଏବେ ଭାରାକ୍ରାନ୍ତ ।










