29.1 C
Bhubaneswar
Friday, April 18, 2025
Homeଓଡିଶାବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ: ଦେବୀ ମିଶ୍ର

ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ: ଦେବୀ ମିଶ୍ର

ଭୁବନେଶ୍ୱର: ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ  ଦେବୀ ମିଶ୍ର । ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ । ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡିକୁ ସମ୍ଭାଳିଥିଲେ । ଯୁଆଡେ ଗଲେବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ କହିଛନ୍ତି ଦେବୀ ମିଶ୍ର । ଆହୁରି କହିଛନ୍ତି , ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking