ଭୁବନେଶ୍ୱର: ପ୍ରତିଦିନ ଦଳର ନେତା ଆଲୋଚନା କରୁଛନ୍ତି । ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହେଉଛି । ଆଲୋଚନା କରିବାରେ କିଛି ଅସୁବିଧା ନାହିଁ । ନବୀନଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି । ନବୀନଙ୍କ ଉପରେ ଓଡିଶାବାସୀଙ୍କ ଭରସା ରହିଛି । ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ କହିଛନ୍ତି ଦେବୀ ମିଶ୍ର । ୱାକଫ ବିଲ ନେଇ କୌଣସି ଆଲୋଚନା ହୋଇନି ।