18.1 C
Bhubaneswar
Thursday, December 25, 2025
Homeଓଡିଶାମୋ ଜୀବନ ପ୍ରତି ବିପଦ ଅଛି: ଜୟନାରାୟଣ

ମୋ ଜୀବନ ପ୍ରତି ବିପଦ ଅଛି: ଜୟନାରାୟଣ

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ । ଜୀବନ ପ୍ରତି ବିପଦ ଥିବା କହିଲେ ଜୟ ନାରାୟଣ ମିଶ୍ର । କହିଛନ୍ତି ଗୃହ ବିଭାଗ ତାଙ୍କୁ ସୁରକ୍ଷା ଦେଇଛନ୍ତି । ସରକାର ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିଲେ । ଏପରିକି ଆଇଜି ମଧ୍ୟ ଜୀବନପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିବା ଜୟନାରାୟଣ ଗଣମାଧ୍ୟମକୁ ଜଣାଇଛନ୍ତି । ସାଧାରଣ ସୁରକ୍ଷା ନୁହେଁ ତାଙ୍କୁ କଡ଼ା ସୁରକ୍ଷାରେ ରଖାଯାଇଛି । ଏଥିସହ ଜୟନାରାୟଣ କହିଛନ୍ତି, ସେ ସୁରକ୍ଷା ନେବାକୁ କେବେ ଚାହିଁ ନାହାନ୍ତି । ସୁରକ୍ଷା ନନେଲେ ସରକାର ଅଡୁଆରେ ପଡ଼ିଯିବ ବୋଲି କହିବାରୁ ସୁରକ୍ଷା ନେଇଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking