16.1 C
Bhubaneswar
Tuesday, February 10, 2026
Homeଓଡିଶାବଜେଟରେ ବଳକା ପଡିଛି ୧ ଲକ୍ଷ ୧ ହଜାର କୋଟି

ବଜେଟରେ ବଳକା ପଡିଛି ୧ ଲକ୍ଷ ୧ ହଜାର କୋଟି

ଭୁବନେଶ୍ୱର : ବଳକା ପଡିଛି ୧ ଲକ୍ଷ ୧ ହଜାର କୋଟି । ଜାନୁଆରୀ ସୁଦ୍ଧା ଖର୍ଚ୍ଚ  ୧ ଲକ୍ଷ ୬୩ ହଜାର କୋଟି ଟଙ୍କା । ନୂଆ ସରକାର  ଆଣିଥିଲେ  ୨ ଲକ୍ଷ ୬୫ ହଜାର କୋଟିର ବଜେଟ । ୨୦୨୪ – ୨୫ ପାଇଁ ଆର୍ଥିକ ବର୍ଷ  ପାଇଁ ଆସିଥିଲା ଅନ୍ତରୀଣ ବଜେଟ । ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ, ସେହି ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ବିଭିନ୍ନ ସାମଗ୍ରୀର ଆକାଶଛୁଆଁ ଦର ପାଇଁ ଓଡ଼ିଶାର ମୁଦ୍ରାସ୍ଫୀତି ଲଗାତାର ଭାବେ ଅଧିକ ରହୁଥିବା ଚିନ୍ତାର କାରଣ ପାଲଟିଛି। ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ପଦକ୍ଷେପ ନେବା ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking