27.1 C
Bhubaneswar
Saturday, March 29, 2025
Homeଓଡିଶାରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ: ମନ୍ତ୍ରୀ  

ରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ: ମନ୍ତ୍ରୀ  

ଭୁବନେଶ୍ୱର : ରାଜ୍ୟରେ ଅଛି ୪୫୩୯ ରକ୍ତ ଚନ୍ଦନ ଗଛ । ଏପ୍ରିଲ ୯ରେ ନିଲାମ ହେବ  ଚନ୍ଦନ କାଠ । ୨୦୭୧ରେ ଚନ୍ଦନ କାଠ ପ୍ରାକୃତିକ ଭାବେ ଉଠିଛି । ୨୪୬୮ ରକ୍ତ ଚନ୍ଦନ ଗଛ ରୋପଣ କରାଯାଇଛି । ଏନେଇ ଗୃହରେ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking