14.1 C
Bhubaneswar
Monday, December 8, 2025
Homeଓଡିଶାରାଜ୍ୟରେ ସାଂସଦଙ୍କ ନାଁରେ ରହିଛି ୨୨ଟି ମାମଲା

ରାଜ୍ୟରେ ସାଂସଦଙ୍କ ନାଁରେ ରହିଛି ୨୨ଟି ମାମଲା

ଭୁବନେଶ୍ୱର : ରାଜ୍ୟରେ ସାଂସଦଙ୍କ ନାଁରେ  ରହିଛି ୨୨ଟି ମାମଲା । ପୂର୍ୱତନ ସାଂସଦ ଓ ବର୍ତ୍ତମାନର ସାଂସଦଙ୍କ ନାଁରେ ୨୨ଟି ମାମଲା ରହିଛି । ୩୯ଟି ଫୌଜଦାରୀ ମାମଲାବି ରୁଜୁ ହୋଇଛି । ପୂର୍ୱତନ ଓ ବର୍ତ୍ତମାନର ବିଧାୟକଙ୍କ ନାଁରେ ୧୧୫ଟି ମାମଲା ରହିଛି । ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରହିଛି । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ  ମହାଲିଙ୍ଗ  ଲିଖିତ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking