18.1 C
Bhubaneswar
Thursday, February 5, 2026
Homeଓଡିଶାବିଦ୍ୟୁତ ତାର ଚୋରି: ଏସ୍‌ପି ଅଫିସ୍‌ ଘେରାଉ

ବିଦ୍ୟୁତ ତାର ଚୋରି: ଏସ୍‌ପି ଅଫିସ୍‌ ଘେରାଉ

ବଲାଙ୍ଗିର: ଏସ୍‌ପି ଅଫିସ୍‌ ଘେରିଲେ ଶତାଧିକ ମହିଳା ଓ ପୁରୁଷ । କୁସମେଲ ସରପଞ୍ଚଙ୍କୁ ପୋଲିସ ଅଟକ ରଖି ପରେ ଛାଡ଼ିବାକୁ ନେଇ ତାତିଲେ ଲୋକେ । ଥାନା ଘେରାଉ ସହ ରାସ୍ତା ଅବରୋଧ ପରେ ଏସ୍‌ପି ଅଫିସ୍‌ ଘେରିଲେ । ନିକଟରେ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ହୋଇଥିଲା। ସରପଞ୍ଚଙ୍କ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଉଠାଇ ଆଣି ଛାଡ଼ି ଦେଇଥିଲା। ଏହାର ପ୍ରତିବାଦରେ ଆଜି ଏସ୍‌ପି ଅଫିସ୍ ଘେରାଉ ଯୋଜନା ଥିଲା। ଘେରାଉ ପୂର୍ବରୁ ସରପଞ୍ଚଙ୍କୁ ଉଠାଇ ଆଣି ପରେ ଛାଡ଼ିବାରୁ ଉତ୍ତେଜନା ବୃଦ୍ଧି ପାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking