25.1 C
Bhubaneswar
Friday, December 19, 2025
Homeଓଡିଶାସୁନା ଦୋକାନରୁ ଚୋରି: ୩ ମହିଳା ଗିରଫ

ସୁନା ଦୋକାନରୁ ଚୋରି: ୩ ମହିଳା ଗିରଫ

କୃଷ୍ଣପ୍ରସାଦ: ସୁନା ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି । ୩ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ମାଲୁଦ ବଜାର ସ୍ଥିତ ଦୋକାନରୁ  ସୁନା କିଣିବାକୁ ଆସିଥିଲେ । ସୁନା କିଣିବା ବାହାନାରେ ଅଳଙ୍କାର ଲୁଟିଥିଲେ ମହିଳା । ସିସିଟିଭି  ଆଧାରରେ ୩ ମହିଳାଙ୍କୁ  ପୋଲିସ ଧରିଛି । ଗିରଫ ହୋଇଥିବା ମହିଳାଙ୍କ ଘର ବ୍ରହ୍ମପୁର ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking