28.1 C
Bhubaneswar
Sunday, September 8, 2024
Homeଓଡିଶାସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ଦେବଗଡ : ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ । ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଭିତରେ ଶୋଇଥିବା ବେଳେ ଜଣେ ଯୁବତୀଙ୍କୁ ଚିିତି ସାପ କାମୁଡି ଦେଇଛି ଫଳରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କର ନାମ ରଚନା ମହାକୁଡ଼ ବୋଲି ଜଣାପଡିଛି। ସୂଚନା ଅନୁସାରେ ଶନିବାର ରାତିରେ ରଚନା କାମ ସାରି ଘର ଭିତରେ ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ଚିତି ସାପ ତାଙ୍କ ହାତ ପାପୁଲିକୁ ଚୋଟ ମାରିଥିଲା । ତେବେ ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking