29.1 C
Bhubaneswar
Saturday, February 7, 2026
Homeଓଡିଶାଯୁବକଙ୍କୁ ଗରମ ପାଣି ଫିଙ୍ଗି ମାରିଦେଲେ !

ଯୁବକଙ୍କୁ ଗରମ ପାଣି ଫିଙ୍ଗି ମାରିଦେଲେ !

ଭଦ୍ରକ: ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା । ଏନେଇ  ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ ହୋଇଛି । ଘର କାମ ପାଇଁ ଜଣେ ଶ୍ରମିକକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତକୁ ଅଟକ  ରଖିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking