24.1 C
Bhubaneswar
Friday, February 6, 2026
Homeଓଡିଶାଯୁବକଙ୍କୁ କଚାଡି ମାରିଲା ଦନ୍ତା

ଯୁବକଙ୍କୁ କଚାଡି ମାରିଲା ଦନ୍ତା

ବଣାଇ: ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ । ଗୋଟିଏ ଦିନରେ ହାତୀ ପାଇଁ ଗଲାଣି ଦୁଇ ଜୀବନ । ଉଟୁଣିଆ ଗାଁରେ ଜଣେ ଚାଷୀ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଏକ ଘଟଣାରେ ସୁନ୍ଦରଗଡ ଜିଲ୍ଲାର ବଣାଇରେ ଥିବା ଜଙ୍ଗଲରେ ଯୁବକଙ୍କୁ ଦଳି କଚାଡି ମାରିଲା ଦନ୍ତା ହାତୀ । ପୋଡାଗୋଠ ଜଙ୍ଗଲକୁ ଶିଆଳି ଲଟା ପାଇଁ ଯାଇଥିବା ବେଳେ ଦନ୍ତାର ଶିକାର ହୋଇଥିଲେ । ଫଳରେ ତାଙ୍କର ଜୀବନ ଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking