33.1 C
Bhubaneswar
Tuesday, July 22, 2025
Homeଓଡିଶାଯୁବକଙ୍କୁ ପିଟିପିଟି ମାରିଦେଲେ

ଯୁବକଙ୍କୁ ପିଟିପିଟି ମାରିଦେଲେ

ଗଞ୍ଜାମ:  ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ ହତ୍ୟାକାଣ୍ଡ ହୋଇଛି । ରକ୍ତଜୁଡୁବୁଡୁ  ଅବସ୍ଥାରେ  ଯୁବକଙ୍କ ମୃତଦେହ  ଉଦ୍ଧାର କରାଯାଇଛି । ମଦ୍ୟପାନ ବଚସାରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିବା ସହ  ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।   ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking