27.1 C
Bhubaneswar
Monday, January 12, 2026
Homeଓଡିଶାଯୁବକଙ୍କୁ ପିଟିଲା ଅଜଣା ଗାଡ଼ି

ଯୁବକଙ୍କୁ ପିଟିଲା ଅଜଣା ଗାଡ଼ି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା ଯୁବକ ଜଣଙ୍କ ଚାଲି ଚାଲି ଘରକୁ ଫେରୁଥିବା ବେଳେ ହଠାତ ଘଟିଲା ଏମିତି କିଛି ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ରାସ୍ତାରେ ହିଁ ପିଟି ଦେଲା ଏକ ଅଜଣା ଗାଡ଼ି ଘଟଣା ସ୍ଥଳରେ ହିଁ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଘଟଣ ଗତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ମୃତକ ଅମର୍ଦ୍ଦା ରୋଡ଼ ଅଞ୍ଚଳର କାହ୍ନୁ ପ୍ରଧାନ ବୋଲି ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking