25.1 C
Bhubaneswar
Wednesday, March 25, 2026
Homeଓଡିଶାକାଠ ଫାଳିଆ ମାଡ଼ରେ ଯୁବକ ମୃତ

କାଠ ଫାଳିଆ ମାଡ଼ରେ ଯୁବକ ମୃତ

ନୂଆପଡା : ଖଡ଼ିଆଳ ଥାନା ପାଖରେ ଥିବା ଗୋଶାଳା ନିକଟରେ କାଠ ଫଳିଆ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସ୍ଥାନୀୟ ଲକ୍ଷ୍ମୀପୁର ଗ୍ରାମର ସୁରେଶ ବାରିକ।

ଅଭିଯୁକ୍ତ ବେଣୁଧର ମାଝୀ ଖଡ଼ିଆଳ ଥାନାରେ ଆତ୍ମ ସମର୍ପଣ କରିଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଲୋକ ଖଡ଼ିଆଳ ଥାନା ଘେରାଉ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking