26.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶହୃଦଘାତରେ ଟଳି ପଡିଲେ ଯୁବକ

ହୃଦଘାତରେ ଟଳି ପଡିଲେ ଯୁବକ

ନୂଆଦିଲ୍ଲୀ : ବାଇକରେ ବସିଥିବା ବେଳେ ହାର୍ଟଆଟାକରେ ଟଳି ପଡିଲେ ଯୁବକ ।   ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଘଟିଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଘଟିଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମୃତକଜଣଙ୍କ ୪୨ ବର୍ଷୀୟ ଉଦୟ ସିଂହ ରାଜପୁର ବୋଲି ଜଣାଯାଇଛି। ସେ ସ୍ୱାସ୍ଥ୍ୟ ବିଭାଗରେ ସୁପରଭିଜନ ଫିଲ୍ଡ ୱାର୍କର ଭାବେ କାମ କରୁଥିଲେ।ଖବର ପାଇ ପୁଲିସ୍ ତୁରନ୍ତ ପହଞ୍ଚି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଉଦୟଙ୍କ ଫୋନ୍ ରିଙ୍ଗ୍ ହୋଇଥିଲା। ଅପରପାର୍ଶ୍ୱରୁ ଉଦୟଙ୍କ ପତ୍ନୀ ଫୋନ୍ କରିଥିବା ବେଳେ ସ୍ୱାମୀଙ୍କ ଏପରି ଅବସ୍ଥା ଶୁଣି ହତବାକ ହୋଇ ଯାଇଥିଲେ।ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ଉଦୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଡାକ୍ତର ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking