26.1 C
Bhubaneswar
Wednesday, June 4, 2025
Homeଓଡିଶାଗତ ୫ ବର୍ଷର କାମ ବର୍ଷକରେ ହେବ: ମନ୍ତ୍ରୀ

ଗତ ୫ ବର୍ଷର କାମ ବର୍ଷକରେ ହେବ: ମନ୍ତ୍ରୀ

ଭୁବନେଶ୍ୱର:  ଗତ ୫ ବର୍ଷର କାମ ଚଳିତ ବର୍ଷ ଶେଷ ସୁଦ୍ଧା ସରିବ । ସମୀକ୍ଷା ପରେ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତବର୍ଷ କେନ୍ଦ୍ର ୧୩ ହଜାର କୋଟିର ନୀତିଗତ ଅନୁମୋଦନ ଦେଇଛି । ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ୫ ବର୍ଷରେ ଯେତିକି କାମ ହୋଇଛି, ବର୍ଶକରେ ସେତିକି ରାସ୍ତା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking