ନୂଆପଡା : ବାଇକକୁ ଧକ୍କାଦେଲା ଟ୍ରକ । ବାଇକ ଧକ୍କାରେ ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର । ସଦର ଥାନା ଏକତା ଛକ ନିକଟରେ ବାଇକକୁ ପିଟିଲା ଟ୍ରକ । ଗୁରୁତର ଅବସ୍ଥାରେ ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।