27.1 C
Bhubaneswar
Saturday, May 31, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଅଟକାଇଲେ ମହିଳା

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଅଟକାଇଲେ ମହିଳା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଅଟକାଇଲେ ମହିଳା । ରସୁଲଗଡ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଆଡକୁ ପଶି ଆସିଲେ ମହିଳା । ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାରକେଡ୍ । ମହିଳା ଜଣଙ୍କୁ ପୋଲିସ ଉଠାଇ ନେଲା ପରେ ଗଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ । ତେବେ ମହିଳା ଜଣଙ୍କ କିଏ ଏବଂ କହିଁକି ସେ ଏପରି କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking