ମଧ୍ୟପ୍ରଦେଶ : ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ସ୍ତ୍ରୀର ଅତ୍ୟଧିକ ଖର୍ଚ୍ଚ ପାଇଁ ସାହିପାରିଲେନି ସ୍ଵାମୀ ନିଜ ସାଥୀ ମାନଙ୍କ ସହ ମିଶି କଲା ହତ୍ୟା । ମଧ୍ୟପ୍ରଦେଶର ଏକ ଘଟଣା ଆପଣଙ୍କୁ ଚକିତ କରିଦେବ । ସ୍ତ୍ରୀର ଖର୍ଚ୍ଚ ଉଠାଇ ପାରିଲେନି ସ୍ୱାମୀ ଆଉ ରଚିଲା ଷଡଯନ୍ତ୍ର । ଯେଉଁଥିରେ ରାଗିଯାଇ ପତ୍ନୀଙ୍କୁ ହତ୍ୟା କରିଛି ଜଣେ ସ୍ଵାମୀ । ଦ୍ବିତୀୟ ପତ୍ନୀ ଖର୍ଚ୍ଚାନ୍ତ କଲେ ବୋଲି ସ୍ଵାମୀ ହତ୍ୟାର ଷଡ଼ଯନ୍ତ୍ର କରିଥିଲା । ଭାଇଙ୍କ ସହ ମୋଟର ସାଇକେଲରେ ଯାଉଥିବାବେଳେ ଜଣେ ସହଯୋଗୀ ସହ ମିଶି ଏଭଳି ବୀଭତ୍ସ କାଣ୍ଡ ଭିଆଇଥିଲା ସ୍ଵାମୀ । କାରରେ ବାଇକକୁ ଧକ୍କା ଦେବାରୁ ଡାକ୍ତରଖାନାରେ ପନୀର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ସ୍ବାମୀ ରଚିଥିଲା ସ୍ତ୍ରୀକୁ ମାରିବା ପାଇଁ ଷଡଯନ୍ତ୍ର । ପ୍ରଥମେ ଅଭିଯୁକ୍ତ ସ୍ଵାମୀ ଜଣଙ୍କ ରହିଥିଲା ଷଡଯନ୍ତ୍ର ଓ ତା ପରେ ସେ ଷଡଯନ୍ତ୍ରର ଶିକାର କରିଥିଲେ ନିଜର ଦ୍ଵିତୀୟ ପତ୍ନୀକୁ। ସ୍ତ୍ରୀର ଅତ୍ୟଧିକ ଖର୍ଜ ସ୍ବାମୀକୁ କରିଥିଲା ଅସହ୍ୟ । ସେଥିରେ ସ୍ଵାମୀ ଅସହ୍ୟ ହୋଇ ସାଙ୍ଗ କାରରେ ସ୍ତ୍ରୀ ପାଇଁ ରଚିଥିଲା ଦୁର୍ଘଟଣାର ଷତଯନ୍ତୁ । ସେହି ଷଡଯନ୍ତ୍ର ରଚାଯାଇଥିଲା ଅଗଷ୍ଟ ୧୩ ତାରିଖ ଦିନ | ଆଉ ଏ ଦୁର୍ଘଟଣାଟି ଗୋଆଲିୟର ରାସ୍ତାରେ ଘଟିଥିବା ମଧ୍ୟପ୍ରଦେଶ ପୋଲିସ ସୁଚନା ଦେଇଛି। ଗୋଆଲିୟର ରାସ୍ତାରେ ଅଭିଯୁକ୍ତ ଅଜୟ ଭାର୍ଗବଙ୍କ ସ୍ତ୍ରୀ ଦୁର୍ଗାବତୀ ଓ ତାଙ୍କ ଭାଇ ବାଇକ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପରେ ଉଭୟ ଭାଇ ଭଉଣୀଙ୍କୁ ନିକଟସ୍ଥ ହସ୍ପିଚାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏ ସମସ୍ତ ଘଟଣା ପରେ ପୋଲିସ ଘଟଣାର ଫର୍ଦାଫାସ କରିଛି । ଘଟଣାରେ ତଦନ୍ତ ପରେ ପୋଲିସ ଏ ସମସ୍ତ ସୂଚନା ଦେଇଛନ୍ତି ।