34.1 C
Bhubaneswar
Wednesday, March 4, 2026
Homeଓଡିଶାଥଣ୍ଡାରେ ଥରୁଛି ସାରା ଓଡିଶା

ଥଣ୍ଡାରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ସାରା ଓଡିଶା ।  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ପ୍ରବଳ ଶୀତ । କୁହୁଡି ଆସ୍ତରମରେ ସାରା ସହର । ପାରଳାଖେମୁଣ୍ଡି ସମେତ ସହରରେ  ଆଖପାଖ ଅଞ୍ଚଳରେ  ଘନକୁହୁଡି ପଡିଛି । ସକାଳୁ ସକାଳୁ ଲୋକମାନେ  ଶୀତରୁ ରକ୍ଷା ପାଇବା ପାଇଁ  ନିଆଁ ପୋଉଁଥିବା ଦେଖିବାକୁ ମିଳିଛି ।  ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଓ ଝାରସୁଗୁଡା ଜିଲ୍ଲାରେ ସକାଳୁ କୁହୁଡିର ଆସ୍ତରଣ ଦେଖାଯିବା ରାଜ୍ୟରେ  ଶାତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ  ତାପମାତ୍ରା ଝାରସୁଗୁଡା ଠାରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।  ଏଥିସହ ଦାରିଙ୍ଗିବାଡିରେ ୧୨.୫ ଡିଗ୍ରୀ ରାତି ତାପମାତ୍ରା ରହିଥିଲା ।  ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking