27.1 C
Bhubaneswar
Sunday, March 22, 2026
Homeଅପରାଧଯୁବକଙ୍କ ଗଳାକାଟି ଫିଙ୍ଗିଦେଲେ ଦୁର୍ବୁତ୍ତ

ଯୁବକଙ୍କ ଗଳାକାଟି ଫିଙ୍ଗିଦେଲେ ଦୁର୍ବୁତ୍ତ

ମୋହନା : ଅଡ଼ବା ଥାନା କଟାମା ପାଣି ଟାଙ୍କି ନିକଟରୁ ଜଣେ ଯୁୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଅଡ଼ବା ଥାନା କଟାମା ପାଣି ଟାଙ୍କି ନିକଟରୁ ଜଣେ ଯୁୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ଗଳାକଟା ଅବସ୍ଥାରେ ସେହି ଯୁବକର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା।

ଦୁର୍ବୁତ୍ତମାନେ ଯୁବକଙ୍କୁ ଗଳାକାଟି ହତ୍ୟା କରିବା ପରେ କଟାମା ପାଣି ଟାଙ୍କି ନିକଟରେ ଫିଙ୍ଗିଦେଇଥିଲେ। ମୃତକ ଯୁବକ ଜଣଙ୍କ ତୁଆବାଡ଼ି ଗାଁର ବୋଲି ଜଣାପଡ଼ିଛି ଏବଂ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking