27.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶମଝି ସମୂଦ୍ରରେ ବୁଡିଗଲା ଟ୍ରଲର

ମଝି ସମୂଦ୍ରରେ ବୁଡିଗଲା ଟ୍ରଲର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ନାମଖାନାର ଖେୟାଘାଟ ନିକଟରେ ଅଘଟଣ ଘଟିଛି । ଇଲିସି ମାଛ ଧରିବା ପାଇଁ ଯାଇଥିଲା ଟ୍ରଲର । ହଠାତ ଗଭୀର ସମୂଦ୍ରରେ ବୁଡିଗଲା ଟ୍ରଲର । ଟ୍ରଲରେ ଥିଲେ ୧୬ ମତ୍ସ୍ୟଜୀବୀ । ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking