18.1 C
Bhubaneswar
Thursday, December 25, 2025
Homeଓଡିଶା୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ତୃତୀୟ ସଂଧ୍ୟା

୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ତୃତୀୟ ସଂଧ୍ୟା

ଯାଜପୁର : ଗାୟତ୍ରୀ ପରିବାର ପକ୍ଷରୁ କଲିଙ୍ଗ ନଗର ପୁସ୍ତକ ରେ ଆଧ୍ୟାତ୍ମିକ ବl ରଣ ସୃଷ୍ଟି କରିବା ସୂ ସମାଜ ଘଠନ କରିବl ଗାୟତ୍ରୀ ମନ୍ତ୍ର ଭାରତୀୟ ମାନଂକ ମୁଲ ପିଣ୍ଡ କୁ ସମାଜ କୁ ଡିଗ ଦର୍ଶନ ପାଇଁ ଗାୟତ୍ରୀ ପରିବାର ପକ୍ଷରୁ ଏକ ପୁସ୍ତକ ଷ୍ଟଲ୍ କାରା ଯାଇଚି lରରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ର ତୃତୀୟ ସଂଧ୍ୟା କମିଟି ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ ଏକ ସଭା ଅନୁଷ୍ଠିତ ହୋଇଥିଲା. ତୃତୀୟ ସଂଧ୍ୟା ରେ ପ୍ରଥମେ ମୁଖ୍ୟ ଅତିଥି ଡାକ୍ତର ସଦାନନ୍ଦ ମହାନ୍ତି ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା. ସଭା ର ପ୍ରାରମ୍ଭ ରେ କମିଟି ର ସାଧାରଣ ସମ୍ପାଦକ ଡ଼ କୁଶଚନ୍ଦ୍ର ପ୍ରଧାନ ପୁସ୍ତକ ମେଳାର ତାତ୍ପର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ. ମୁଖ୍ୟବକ୍ତା ଶିକ୍ଷକମହାସଙ୍ଘ ରାଜ୍ୟ ସମ୍ପାଦକ ଡ଼ ଦୁଷ୍ମନ୍ତ କୁମାର ନାୟକ,ମୁଖ୍ୟ ଅତିଥି ସତ୍ୟସାଇ ସେବା ସମିତି ର ଆବାହକ ଡାକ୍ତର ସଦାନନ୍ଦ ମହାନ୍ତି ଓ ଅନ୍ୟତମ ସଂମIନିତ ଅତିଥି ପ୍ରଫେସର ଶିବଚରଣ ମାଝୀ ପ୍ରମୁଖ ସଭାରେ ଯୋଗ ଦେଇ କହିଲେ ଆଜିର ଆଧୁନିକ ଯୁଗ ରେ ପୁସ୍ତକ କୁ ଭୁଲି ହେବ ନାହିଁ କାରଣ ପୁସ୍ତକ ଜ୍ଞାନ ର ଭଣ୍ଡାର ଓ ମଣିଷ ଦୁଃଖର ସାଥି ଏଭଳି ସ୍ଥଳେ ବ୍ୟାସନଗର ରେ ବିଭିନ୍ନ ଭାଷା, ଭାସି ର ଲୋକ ବସବାସ କରୁଥିବା ବେଳେ ଏଠାରେ ପାଠକ ଙ୍କ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ପୁସ୍ତକ ମେଳା ର ଆବଶ୍ୟକ ଜରୁରୀ ଅଟେ. ଡ଼ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ. ଓ କଳିଙ୍ଗନଗର ପୁସ୍ତକ ମେଳା କମିଟି ର କାର୍ଯ୍ୟକର୍ତ୍ତା ଭାବେ ସବିତା ରାଉତ ବିବେକାନନ୍ଦ ମହାନ୍ତି, ଅଭିମନ୍ୟୁ ମିଶ୍ର ପବିତ୍ର ରଞ୍ଜନ ମହାନ୍ତି. ଚନ୍ଦ୍ରମଣି ସାମଲ ହୃଷିକେଶ ସାହୁ ଅଶ୍ୱିନୀ କୁମାର ଦାସ ଅଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିବା ସହିତ ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରେ ସଂକୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking